logo

ଡେରଙ୍ଗ ପଞ୍ଚାୟତ ବିଜେପିରେ ମିଶିଲେ ବହୁତ ବିଜେଡ଼ି ଓ କଂଗ୍ରେସ କର୍ମୀ

ଡେରଙ୍ଗ ପଞ୍ଚାୟତ ବିଜେପିରେ ମିଶିଲେ ବହୁତ ବିଜେଡ଼ି ଓ କଂଗ୍ରେସ କର୍ମୀ

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୩୦/୦୪(ଉ ସ ପ୍ର ), ଡେରଙ୍ଗ ପଞ୍ଚାୟତ ଡେରଙ୍ଗ ଠାରେ ଏକ ବିଶେଷ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ମିଶ୍ରଣ ପର୍ବରେ ପାଳଲହଡା ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକ ଅନ୍ତର୍ଗତ ଡେରଙ୍ଗ ପଞ୍ଚାୟତର ବିଜେଡ଼ିର ବହୁ ବଶିଷ୍ଠ କର୍ମକର୍ତ୍ତା ଓ ପଦାଧିକାରୀ ବିଜେପିରେ ସାମିଲ ହୋଇଛନ୍ତି । ଡେରଙ୍ଗ ପଞ୍ଚାୟତ ବିଜେପିର ଟିକନ ମହାନ୍ତି, ବିଛନ୍ଦଚରଣ ସାହୁ,ସୁମନ୍ତ ମହାନ୍ତି,ପବିତ୍ରମୋହନ ସାହୁ,ଅନିଲ ସାହୁ, ଦୁଷ୍ମନ୍ତ ବେହେରା, ଭଜମନ ସାହୁ, ଝୁନା ସାହୁ,ଇନ୍ଦ୍ରମଣୀ ସାହୁ,ଏହି ମାନଙ୍କ ନେତୃତ୍ୱରେ ବିଜେଡ଼ି ଓ କଂଗ୍ରେସର ନୂତନ ଭାବେ ମିଶିଥିବା ସଦସ୍ୟ ମାନଙ୍କୁ ଟୋପି ପିନ୍ଧାଇ ନୂଆଁ କରି ଆସିଥିବା ସଦସ୍ୟଙ୍କୁ ଦଳରେ ସ୍ୱାଗତ କରିଥିଲେ ।ମୋଦୀଙ୍କ ବିକଶିତ ଭାରତକୁ ସଫଳ କରିବା ପାଇଁ ବିକଶିତ ଓଡ଼ିଶାର ଅଭିଯାନକୁ ମଧ୍ଯ ସଫଳ କରିବାକୁ ହେବ ଓ ଓଡିଶାରେ ଡବଲ ଇଞ୍ଜିନ ସରକାର କରିବା କୁ ଯାଉଥିବା ବେଳେ ଏଥିରେ ଅନୁ ପ୍ରାଣିତ ହୋଈ ସ୍ନହ ଶ୍ରଦ୍ଧା ସମ୍ପର୍କ ପ୍ରୟାସର ଅଧକ୍ଷ ଇଂ ଶ୍ୟାମସୁନ୍ଦର ସାହୁ, ତାଙ୍କ ୨୦ଜଣ ରୁ ଉର୍ଦ୍ଧ ବିଜେପିରେ ଯୋଗ ଦେଲେ, ବିଜେଡ଼ି ନେତା ମୋହର୍ଗା ବେହେରା,ବିଜେଡ଼ି ଯୁବ ନେତା ଦିବାକର ବେହେରା, ବାବୁଲା ସାହୁ, କିଶ୍ବରୀ ବେହେରା, ଗୋକୁଳା ବେହେରା, ମୋହି ବୋଇତା, ଶ୍ରୀହରି ପ୍ରଧାନ, ବୀରବର ବେହେରା, ଧୀର ବେହେରା, କୁଲ୍ହ ବେହେରା, ସୁଜିତ ବେହେରା, ସଞ୍ଜୟ ବେହେରା, ସୁଶାନ୍ତ ବେହେରା ବରୁଣ ବେହେରା, ଯତୀନ୍ଦ୍ର ବେହେରା, ସତ୍ୟନାରାୟଣ ସାହୁ,ତାମିଲ ବେହେରା,ବିଜେପିରେ ବିଧବଧ ଭାବେ ଯୋଗଦେଲେ । ତେଣୁ ସମସ୍ତେ ମିଳିମିଶି ଦଳ ପାଇଁ କାର୍ଯ୍ୟ କରିବାକୁ କର୍ମିଙ୍କୁ ବରିଷ୍ଠ ବିଜେପି ନେତା ବିଛନ୍ଦ ଚରଣ ସାହୁ ଆହ୍ବାନ ଦେଇଥିଲେ l

3
102 views